Top Songs By Sandhyarani Pattajoshi
Similar Songs
Credits
PERFORMING ARTISTS
Sandhyarani Pattajoshi
Performer
COMPOSITION & LYRICS
Kamalesh Chakraborty
Composer
Ratan Pujari
Songwriter
Lyrics
ଲହରି ନନି ମୁଇଁ ଲହରି ଲତା ତୋର୍ ଲାଗି ସଜେଇ ହେଲି ରେ
ଚାଖି ଚାହାନି ମୋର୍ ଗଜ ମୁକୁତା ମହମହ ବାସିଗଲି ରେ
ରସ ଜାମୁଡାଲି ରେ ରସ ଜାମୁଡାଲି (ଏ ରସ ଜାମୁଡାଲି)
ମୋର୍ ଆଖି ନୁରୁଛେ ତତେ ସାଙ୍ଗର୍ ଜୁଲି (ତତେ ସାଙ୍ଗର୍ ଜୁଲି)
ତୋର୍ ଲାଗି ବନ୍ଧର୍ ଘାଟେ ପଇଁରି ହଜାଲି
ତୋର୍ ଲାଗି ଲକ୍ଷେ ଟଙ୍କାର୍ ଝୁମୁରା ଉଡାଲି
(ହଁ, ଲେ-ଲେ-ଲେ ଲେ-ଲେ-ଲେ ଲେ)
ରସ ଜାମୁଡାଲି ହାଏ ରସ ଜାମୁଡାଲି (ହାଏ ରେ ରସ ଜାମୁଡାଲି)
ମୋର୍ ଆଖି ନୁରୁଛେ ତତେ ଗଲାର୍ ମାଲି (ତତେ ଗଲାର୍ ମାଲି)
ଏ ରସ ଜାମୁଡାଲି ରେ ରସ ଜାମୁଡାଲି
ସର୍ଗି ଡାଙ୍ଗ ପତ୍ରେ ଭାଙ୍ଗ, ଭଲ୍ ଲାଗସି ରସିଆ ତୁଇ ଦେଲେ ସାଙ୍ଗ
ସର୍ଗି ଡାଙ୍ଗ ପତ୍ରେ ଭାଙ୍ଗ, ଭଲ୍ ଲାଗସି ରସିଆ ତୁଇ ଦେଲେ ସାଙ୍ଗ
ଚାନ୍ଦର୍ ଉଦିଆଁ ଚାହାନି ଚାଖି ମୋର୍ ହସିଟା ତ ଷୁଲ ଅନା
ଗୁଟେ ଚାଉଲେ ଗଢା ମୁଇଁ ସୁନା ମଇନା
ବାଙ୍କ ସିଂଥିଆ ଚକା ବେନିଥି ମୋର୍ ପାନ୍ ପତରିଆ ଚିହ୍ନା
ବାଜେ ଗୁଡର୍ ପାଇଁଝଲ ସତେ ରୁମକୁ ଝୁମାନା
ଚଇତର୍ ମଲ୍ଲି ମୁଇଁ ଭୁଦ ନିଆଲିରେ ଫଗୁନର୍ ବଉଳି
(ହଁ, ଲେ-ଲେ-ଲେ ଲେ-ଲେ-ଲେ ଲେ)
ରସ ଜାମୁଡାଲି ହାଏ ରସ ଜାମୁଡାଲି (ହାଏ ରେ ରସ ଜାମୁଡାଲି)
ମୋର ଆଖି ନୁରୁଛେ ତତେ ସାଙ୍ଗର୍ ଜୁଲି (ତତେ ସାଙ୍ଗର୍ ଜୁଲି)
ଡାଲଖାଇ ରେ, ଡାଲଖାଇ ରେ
କୁଆଁରି ଆଖିନେ ସପନ ଭରି ତୋର୍ ପିରତି ଚେହେରା କରେ ବାଉରି
ତୁଇ ତ ଧନ ମନ ବସିଆ
ତୁଇ ତ ଧନ ମନ ବସିଆ ରସିଆ
ରସ ଭମର, ରସ ନାଗର, ମୋର୍ ମନ ଛିଁ କେ ଡାଲଖାଇ ରେ
ମନ ଚାହେଁଲା ମନ ପାଏଲି, ମନଟା ତ ଉସତ ହେସି
ତୁଇ ମୋର୍ କଲା ଭମର, ମୁଇଁ ତୋର୍ ସୁରୁଜମୁଖୀ
ସପ୍ତା ପରି ଆଣିଦେବୁ ରେ ପିନ୍ଧିଥିମି ତୋର୍ ଲାଗି
ଏ ମୋର୍ ପରଦେଶିଆ, ମୁଇଁ ତୋର୍ ଚରନମାଲି
ତୋର ପୀରତିର୍ କଜଲ ମାଖି ମୁଇଁ ହେଲି କଲା କଜଲି
(ହଁ, ଲେ-ଲେ-ଲେ ଲେ-ଲେ-ଲେ ଲେ)
ଏ ରସ ଜାମୁଡାଲି ରେ ରସ ଜାମୁଡାଲି (ହାଏ ରେ ରସ ଜାମୁଡାଲି)
ମୋର୍ ଆଖି ନୁରୁଛେ ତତେ ସାଙ୍ଗର୍ ଜୁଲି (ତତେ ସାଙ୍ଗର୍ ଜୁଲି)
ହାଏ, ରସ ଜାମୁଡାଲି ରେ ରସ ଜାମୁଡାଲି
Lyrics powered by www.musixmatch.com