Music Video

Ore Sathire | Nibedita | Sourin Bhatt | #sidharthmusic #sidharthtv #shorts
Watch {trackName} music video by {artistName}

Credits

PERFORMING ARTISTS
Sourin Bhatt
Sourin Bhatt
Performer
Namita Agrawal
Namita Agrawal
Performer
Nibedita
Nibedita
Performer
Babushan
Babushan
Actor
COMPOSITION & LYRICS
Baidyanath Dash
Baidyanath Dash
Composer
Nirmal Nayak
Nirmal Nayak
Songwriter

Lyrics

ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ ଏଇ ଦେହରେ ମୋର ଆଜି ନିଆଁ ଲାଗିଛି ଏଇ ଦେହରେ ମୋର ଆଜି ନିଆଁ ଲାଗିଛି ତୋ ଦେହର ମିଠା ତାତିରେ ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ ଲାଗେ ସହେ ରାତିର ସବୁ ଇଚ୍ଛାକୁ ମୋର ଲାଗେ ସହେ ରାତିର ସବୁ ଇଚ୍ଛାକୁ ମୋର ପାଇଗଲି ଗୋଟେ ରାତିରେ ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ (ଓରେ ସାଥୀରେ) ଓରେ ସାଥୀରେ (ଓରେ ସାଥୀରେ) ହୋ, ପାଗଳ କରୁଛି ତୋର ହଂଶିନୀ ଚେହେରା କସ୍ତୁରୀ ବାସ୍ନା ଠାରୁ ବାସୁଛୁ ନିଆରା ଯେଉଁ ଦିନ ରଖିଦେଲି ମୋ ଆଖି ପଲକେ ରାତିଦିନ ଏଇ ମନ ତୋ ପାଇଁ ମହକେ ସେଇ ମହକେ ତୋର ବଢେ ସ୍ପନ୍ଦନ ମୋର ସେଇ ମହକେ ତୋର ବଢେ ସ୍ପନ୍ଦନ ମୋର ଏ କି ନୂଆ ଅନୁଭୂତିରେ ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ (ଓରେ ସାଥୀରେ) ଓରେ ସାଥୀରେ (ଓରେ ସାଥୀରେ) ରଖିଥିଲି ଲାଜ ମୋର ସଜ ମୁହଁ ପରି ମହୁବସା ଭାଙ୍ଗିଦେଇ କରିନେଲୁ ଚୋରି ଚୋରି ମୋତେ ସିଖେଇଲା ତୋର ଏଇ ରୂପ ଇଚ୍ଛା ହୁଏ କରିବାକୁ କିଛି ମିଠା ପାପ ସେଇ ମିଠା ପାପକୁ ଆ ତୁ ଆଉ ମୁଁ ସେଇ ମିଠା ପାପକୁ ଆ ତୁ ଆଉ ମୁଁ ଲୁଚେଇବା ଏଇ ଛାତିରେ ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ ଓରେ ସାଥୀରେ
Writer(s): Nirmal Nayak, Baidya Nath Dash Lyrics powered by www.musixmatch.com
instagramSharePathic_arrow_out