Music Video

Chup Chup Chori Chori - Romantic Film Song | Nibedita,Sourin | Riya,Abhisek | Sidharth Music
Watch {trackName} music video by {artistName}

Featured In

Credits

PERFORMING ARTISTS
Sourin Bhatt
Sourin Bhatt
Performer
Namita Agrawal
Namita Agrawal
Performer
Nibedita
Nibedita
Performer
Arindam
Arindam
Actor
COMPOSITION & LYRICS
Manmath Mishra
Manmath Mishra
Composer
Srikant Goutam
Srikant Goutam
Lyrics

Lyrics

ସପନରେ ଆସି ଯେବେଠୁ ରହିଲୁ ଆଖିରେ ମୋ ଘର କରି ଜାଣିନି କେମିତି ହେଇଗଲା ପ୍ରେମ ଚୁପ୍-ଚୁପ୍ ଚୋରି-ଚୋରି ଚୁପ୍-ଚୁପ୍ ଚୋରି-ଚୋରି ସୁରେ-ସୁରେ ଆସି ଯେବେଠୁ ରହିଲୁ ଛାତିରେ ମୋ ଘର କରି ହଉ-ହଉ ବୋଧେ ହେଇଗଲା ପ୍ରେମ ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି) ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି) ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି) ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି) ବୁଲବୁଲ୍ ମନ ଚଢ଼େଇ ତୋ ପାଖକୁ ଦେଲି ଉଡ଼େଇ ଜାଣି ମୁଁ ନ ଥିଲି ଏତେ ସହଜରେ ଧରିନବୁ ହାତ ବଢ଼େଇ ବୁଲବୁଲ୍ ମନ ଚଢ଼େଇ ତୋ ପାଖକୁ ନେଲୁ ଉଡ଼େଇ ମୋ ମନ ତୋ ପାଖେ ତୋ ମନ ମୋ ପାଖେ ଆଗକୁ ଦେ କଥା ବଢ଼େଇ ଦେଖୁ-ଦେଖୁ ତତେ ମୋ ଆଖିର ନିଦ ଚାଲିଗଲା ପର କରି ଦେଖୁ-ଦେଖୁ ତତେ ହେଇଗଲା ପ୍ରେମ ଚୁପ୍-ଚୁପ୍ ଚୋରି-ଚୋରି ଚୁପ୍-ଚୁପ୍ ଚୋରି-ଚୋରି ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି) ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି) ହଲଚଲ୍ ମନ ଇଲାକା ହେଇଗଲି ତୋର ପ୍ରେମିକା କଥା ମୁଁ ଦଉଛି ସାଥିରେ ମୁଁ ଅଛି ଆଜିଠାରୁ ନୁହେଁ ତୁ ଏକା ହୋ, ଝିଲମିଲ୍ ସ୍ବପ୍ନ ଇଲାକା ଲାଗୁଥିଲା ଗପ ପରିକା ଜାଣି ମୁଁ ନଥିଲି ମିଛ ଗପ ଦିନେ ହେଇଯିବ ସତସତିକା ଆଖିରେ, ଓଠରେ ଯେବେଠୁ ରହିଲୁ ମନକୁ ମୋ ଚୋରି କରି ହଉ-ହଉ ଧୀରେ ହେଇଗଲା ପ୍ରେମ ଚୁପ୍-ଚୁପ୍ ଚୋରି-ଚୋରି ଚୁପ୍-ଚୁପ୍ ଚୋରି-ଚୋରି ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି) ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
Writer(s): Gautam Srikant, Mishra Manmath Lyrics powered by www.musixmatch.com
instagramSharePathic_arrow_out