Music Video

Na Matira Kandhei - Romantic Film Song | Nibedita,Sourin Bhatt | Archita,Arindam | Sidharth Music
Watch {trackName} music video by {artistName}

Featured In

Credits

PERFORMING ARTISTS
Namita Agrawal
Namita Agrawal
Performer
Nibedita
Nibedita
Performer
Sourin Bhatt
Sourin Bhatt
Performer
Mantu
Mantu
Actor
COMPOSITION & LYRICS
Prem Anand
Prem Anand
Composer
Srikant Goutam
Srikant Goutam
Lyrics

Lyrics

ନା ମାଟିର କଣ୍ଢେଇ ନା କାଚର କଣ୍ଢେଇ ନା କାଗଜ କଣ୍ଢେଇ ନା ମହମ କଣ୍ଢେଇ ନା ମାଟିର କଣ୍ଢେଇ ନା କାଚର କଣ୍ଢେଇ ନା କାଗଜ କଣ୍ଢେଇ ନା ମହମ କଣ୍ଢେଇ କଣ୍ଢେଇ ମୁଁ ସତ-ସତିକା ମନ କିଣିନେବ ଯିଏ ମୁଁ ତା ପାଇଁକା ହଁ, ମନ କିଣିନେବ ଯିଏ ମୁଁ ତା ପାଇଁକା ନା ରଜାର ପୁଅ ମୁଁ ନା ସାଧବ ପୁଅ ମୁଁ କିଣିବି କେମିତି ଗରିବ ପୁଅ ମୁଁ? ବାମନ ମୁଁ ତମ ପାଇଁକା ଦୂର ଆକାଶର ଜହ୍ନ ତମେ ମୋ ପାଇଁକା ହଁ, ମନ କିଣିନେବ ଯିଏ ମୁଁ ତା ପାଇଁକା ତେର ନଇଁ ଡେଇଁ, ଦରିଆ ସେପାରି ଶଙ୍ଖା, ଶାମୁକାର ଦ୍ୱୀପ ଅଜଗର ଚିରି କିଏ ଆଣିଦବ? ଆଇନା-କୁହୁକ-ସିପ ଅଜଗର ମାରି, ଆଇନାକୁ ଧରି ଆସିବି ବାହାରି ଦରିଆ ପହଁରି ଢେଇ ସାଥେ ନାଚି-ନାଚିକା ଡ଼ର ନାହିଁ ମରିବାକୁ ତମ ପାଇଁକା ହଁ, ମନ କିଣିନେବ ଯିଏ ମୁଁ ତା ପାଇଁକା ଅଳପ ବୁଦ୍ଧିରେ ଯେତିକି ବୁଝିଚି ତମେ ରଜାଘର ଝିଅ କି ଅବା ଅଭାବ ପୂରଣ କରିବ? ମାମୁଲି ଗୁଡ଼ିଆ ପୁଅ କି ରାଜା କି ପ୍ରଜା ଧନୀ କି ଗରିବ ସବୁରି କିଛିତ ଥାଏଯେ ଅଭାବ ଖୋଜୁଛି ମୁଁ ତମ ପରିକା ପାଖେ ପାଖେ ଥିବ ମୋର ଛାଇ ପରିକା ହାଁ, ଜୀବନ ଲଢ଼େଇ ଦେବି ମୁଁ ତମ ପାଇଁକା ହଁ, ମନ କିଣିଦେଲ ମୋର, ମୁଁ ତମ ପାଇଁକା
Writer(s): Prem Anand Lyrics powered by www.musixmatch.com
instagramSharePathic_arrow_out