Music Video

Sikander Alam & S.Vidyarani sngs 'E Mora Manasi Asa...' in Odia Movie 'Punarmilan'(1977)
Watch {trackName} music video by {artistName}

Featured In

Credits

PERFORMING ARTISTS
Sikandar Alam
Sikandar Alam
Performer
S. Vidyarani
S. Vidyarani
Performer
COMPOSITION & LYRICS
Upendra Kumar
Upendra Kumar
Composer
Natyashree Raghunath Mishra
Natyashree Raghunath Mishra
Songwriter

Lyrics

ଏ ମୋର, ମାନସୀ ଆସ ପ୍ରେମ ରାଇଜେ ଗଢ଼ିବା ମନ୍ଦିର ଡ଼େଣା ମେଲି, ଉଡିଯିବା ପ୍ରେମପକ୍ଷୀ ଆମେ ଦୁନିଆଁର ଏ ମୋର, ମାନସୀ ଆସ ପ୍ରେମ ରାଇଜେ ଗଢ଼ିବା ମନ୍ଦିର ଡ଼େଣା ମେଲି, ଉଡିଯିବା ପ୍ରେମପକ୍ଷୀ ଆମେ ଦୁନିଆଁର ସତେ କି ମୋ, ପ୍ରିୟ ତୁମେ? କରନା ହଁ ତ ଖାଲି ଏ ବାହାନା (இல்லை, இல்லை) ଦଗାଦିଆ ତୁମ ଜାତି ଖାଲି ମିଛେ-ମିଛେ ଏ ଛଳନା (ஐயோ, ஐயோ) ଯେଉଁଦିନ ତୋ ଆଖି ମୋ ଆଖି ସାଥେ ଗଲା ମିଶି ଭୋକ, ଶୋଷ ଭୁଲିଗଲି ଉଜାଗର ହେଲା ନିଶି (ଆଇ, ଆମ୍ମା-ଆମ୍ମା) ଯେଉଁଦିନ ତୋ ଆଖି ମୋ ଆଖି ସାଥେ ଗଲା ମିଶି ଭୋକ, ଶୋଷ ଭୁଲିଗଲି ଉଜାଗର ହେଲା ନିଶି ସେ କଥା କହନି ଆଉ ତୁମେ ତ ଖାଲି ଜଳୁନାହଁ ଛାତି ହୁଏ ଧକ-ଧକ, ଧକ-ଧକ ଦେହ ମୋ ହେଲାଣି କ୍ଷୀଣ ଏ ମୋର, ମାନସୀ ଆସ ପ୍ରେମ ରାଇଜେ ଗଢ଼ିବା ମନ୍ଦିର ଡ଼େଣା ମେଲି, ଉଡିଯିବା ପ୍ରେମପକ୍ଷୀ ଆମେ ଦୁନିଆଁର ପ୍ରାଣପ୍ରିୟା ଶୁଣ ମୋର (என்ன? என்ன?) ମୁଁ ତୁମ ଗଭାର ଫୁଲ ତୁମ ପାଦ ଅଳତା ମୁଁ ଅଞ୍ଜନ ତୁମ ଆଖିର ହେ-ହେ-ହେ, ପ୍ରାଣପ୍ରିୟା ଶୁଣ ମୋର ମୁଁ ତୁମ ଗଭାର ଫୁଲ ତୁମ ପାଦ ଅଳତା ମୁଁ ଅଞ୍ଜନ ତୁମ ଆଖିର ତୁମେ ମୋ ଗଳାର ହାର (ହଁ-ହଁ) ମୋ ମଥାର ମଥାମଣି (ଏ-ଏ) ଶୁଣିବନି ପ୍ରିୟା ମୋର ରହିବି ମୁଁ ଚିର ଋଣୀ ଏ ମୋର, ମାନସୀ ଆସ ପ୍ରେମ ରାଇଜେ ଗଢ଼ିବା ମନ୍ଦିର ଡ଼େଣା ମେଲି, ଉଡିଯିବା ପ୍ରେମପକ୍ଷୀ ଆମେ ଦୁନିଆଁର ଆ-ହା-ହାହା ହେହେ-ହେ-ହେହେ ହୋହୋ-ହୋହୋ-ହୋ-ହୋହୋ ଲାଲା-ଲାଲା ଲାଲା-ଲାଲା ଲାଲା-ଲାଲା-ଲା-ଲୁଲୁ-ଲୁ-ଲୁଲୁ
Writer(s): Upendra Kumar, Natyashree Raghunath Mishra Lyrics powered by www.musixmatch.com
instagramSharePathic_arrow_out